ବ୍ୟବସାୟୀଙ୍କୁ ବୋମାମାଡ଼, ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କଣ୍ଟିଆ ଗାଁ ପାଣି ଫ୍ୟାକ୍ଟ୍ରି ନିକଟରେ ଏହି ବୋମାମାଡ଼ ହୋଇଛି।

ପୂର୍ବ ଶତ୍ରୁତାରୁ ୨ଜଣ ବାଇକ୍‌ରେ ଆସି ୬ଟି ବୋମା ଫିଙ୍ଗି ଫେରାର ହୋଇ ଯାଇଛନ୍ତି।ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଉଦ୍ଧାର ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes