ବ୍ଳକ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଆଜି ନାରାୟଣ ଲୁହା ଫ୍ୟାନ୍ କ୍ଲବ ପକ୍ଷରୁ ଦ୍ବିତୀୟ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଅତିଥି ଓ ରକ୍ତଦାତା ଯୋଗଦେଇ ରକ୍ତ ଦାନ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes