ବ୍ରିଜ୍‌ ତଳକୁ ଖସି ପଡ଼ିଲା ବାଲି ବୋଝେଇ ଟିପ୍ପର

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ସନ୍ଥପୁର ବ୍ରିଜ୍‌ରୁ ତଳକୁ ଖସି ପଡ଼ିଲା ଟିପ୍ପର।

ବ୍ରିଜ୍‌ ବାଡ଼ାରେ ବସିଥିବା ନାବାଳକ ସହ ଡ୍ରାଇଭର ଗୁରୁତର ଅଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes