ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍

ଭୁବନେଶ୍ବର ଶିଶୁଭବନ ଓଭରବ୍ରିଜ୍ ବ୍ୟାରିକେଡ୍‌କୁ ପିଟି ତଳକୁ ଖସିଲା କାର୍। ଅଳ୍ପକେ ବର୍ତ୍ତିଲେ କାର୍‌ ଡ୍ରାଇଭର ଓ ଘର ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes