ରେଡ୍ କରି ମାଆପୁଅଙ୍କୁ ଧରିଛି ବ୍ରହ୍ମପୁର ଅବକାରୀ ମୋବାଇଲ ସ୍କ୍ୱାଡ୍। ଆଉ ଜଣେ ପୁଅ ଫେରାର ଅଛି। ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ବିକୁଥିଲେ।
ଗିରଫ ମାଆପୁଅ ଓ ଅନ୍ୟ ୨ ଜଣଙ୍କ ନିକଟରୁ ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ୧୫୦ ଗ୍ରାମ୍ ବ୍ରାଉନସୁଗାର ସହ ୨୦ ଲିଟର ନକଲି ବିଦେଶୀ ମଦ ମଧ୍ୟ ଜବତ ହୋଇଛି।