ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନୂତନ କୂଳ ସଚିବଙ୍କ ଦାଇତ୍ୱ ଗ୍ରହଣ

ଆଜି ଅପରାହ୍ନରେ ନୂତନ କୁଳ ସଚିବ ରାଜେନ୍ଦ୍ର କୁମାର ରଞ୍ଜିତ ୩୫ ତମ କୂଳ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଦାୟିତ୍ବ ଗ୍ରହଣ ବେଳେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଏବଂ ପୂର୍ବତନ କୂଳ ସଚିବ ପ୍ରଦୀପ ମିଶ୍ର ଉପସ୍ଥିତ ଥିଲେ। ଦାୟିତ୍ବ ନେବା ପୂର୍ବରୁ ଗଜପତି ଜିଲ୍ଲାରେ ଏ ଡି ଏମ୍ ଦାୟିତ୍ୱରେ ଥିଲେ। ବିଶ୍ଵବିଦ୍ୟାଳୟର କୂଳ ସଚିବ ଭାବେ ପ୍ରଦୀପ ମିଶ୍ର ରହିଥିଲେ। ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ମିଳିଛି। ସେ ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version