ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ନୂତନ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ୧ ମ ସିଣ୍ଡିକେଟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୂଳସଚିବ ରାଜେନ୍ଦ୍ର କୁମାର ରଞ୍ଜିତ,ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପ୍ରଦୀପ କୁମାର ମିଶ୍ର,ପ୍ର.ପ୍ରତାପ କୁମାର ମହାନ୍ତି,ପ୍ର. ଅରୁନ୍ଧତୀ ରଥ,ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ,ପ୍ର.ପୁଷ୍ପାଞ୍ଜଳି ସାମନ୍ତରାୟ, ପ୍ର. ପ୍ରସନ୍ନ କୁମାର ସ୍ବାଇଁ, ଡଃ.ଦିବାକର ମିଶ୍ର , ଆଇଜର ର ନିର୍ଦେଶକ ପ୍ର. କେ ଭି ଆର୍ ଚାରି,ଏ. ଜେ.ଜନାର୍ଥନନ ,ଲିପ୍ସା ହେମ୍ବ୍ରମ,ପ୍ର.ଭବାନୀ ରଥ,ପ୍ର. କବୀର୍ ମୋହନ ସେଠୀ, ଡି ଆର୍ ଡଃ.ବାବୁଜୀ ସାମଲ ଯୋଗ ଦେଇଥିଲେ।