ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଥିବା ୧ ମ ଛାତ୍ରାବାସ ଋଷିକୂଲ୍ୟା ପରିସରରୁ ଆଜି ସାପ ଉଦ୍ଧାର ହୋଇଛି। ଅନ୍ତେବାସୀ ପରିସରରେ ଥିବା ବଡ କଦମ୍ବ ଗଛ ଉପରରୁ ଏହି ସାପଟି ପଡ଼ିବାର ଦେଖି ସାପ ଧରାଳି କୁନା ମିଶ୍ରଙ୍କୁ ଜଣାଇଥିଲେ।
କୁନା ପହଞ୍ଚି ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରି ସୁରକ୍ଷିତ ଜଙ୍ଗଲରେ ଛାଡ଼ିବେ ବୋଲି କହିଛନ୍ତି।ଏହି ସାପଟି ପ୍ରାୟ ୮ଫୁଟିଆ ଢମଣା ବୋଲି କହିଛନ୍ତି।