ବ୍ରହ୍ମପୁର ଆଦର୍ଶ କଲୋନୀରେ ପାଣିର ସମସ୍ୟା

ବ୍ରହ୍ମପୁର ମହାନଗର ନିଗମର ସହର ବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପ୍ରାୟ ଅଧିକାଂଶ କଲୋନୀରେ ରାସ୍ତା ଖୋଲା ଯାଇଛି ପାଇପ୍ ଲାଇନ୍ ବିଛାଯାଇଛି ହେଲେ ପାଣି ଆସୁନି। ଏମିତି ଗୋଟେ ଦୃଶ୍ୟ ମୁଖ୍ୟ ରାସ୍ତା କଡ଼ରେ ଥିବା ଆର୍ଦଶ କଲୋନୀରେ ଦେଖିବାକୁ ମିଳିଛି।

ଏହି କଲୋନୀରେ ପ୍ରାୟ ୪୦୦ ଲୋକ ବସ ବାସ କରୁଥିବା ସେମାନେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes