ବ୍ରହ୍ମପୁରରେ 24 ଘଣ୍ଟାରେ 113.4 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ 113.4, ସାନଖେମୁଣ୍ଡିରେ 105, ଗୋପାଳପୁରରେ 98.9, ଛତ୍ରପୁରରେ 98 ଏବଂ ଦିଗପହଣ୍ଡିରେ 95 ମିଲିମିଟର ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes