ବ୍ରହ୍ମପୁରରେ ୨ଟି ନର୍ସିଂହୋମ୍‌ରେ ରେଡ୍

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିନା ରେଜିଷ୍ଟ୍ରେସନରେ ଚାଲିଥିବା ୨ଟି ନର୍ସିଂହୋମ୍‌ରେ ରେଡ୍ କରିଛନ୍ତି ଉପଜିଲ୍ଲାପାଳ ଓ ତହସିଲଦାର।

ଚଢାଉ ବେଳେ କାଗଜପତ୍ର ଯାଞ୍ଚ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes