ବ୍ରହ୍ମପୁରରୁ ବିପୁଳ ନକଲି ମଦ ଜବତ

ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଫାଷ୍ଟଗେଟ୍ ନିକଟରୁ ବିପୁଳ ନକଲି ମଦ
ସହ ବ୍ରାଣ୍ଡ ଲୋଗୋ ଜବତ କରିଛି ପୁଲିସ।

ମଦ ବୋତଲରେ ବ୍ରାଣ୍ଡ ଲୋଗୋ ଲଗାଇ ଭଡ଼ାଘରେ ନକଲି ମଦ ବ୍ୟବସାୟ କରୁଥିବା ବେଳେ ବଡ଼ବଜାର ପୁଲିସ ଚଢ଼ାଉ କରିଥିଲା। ପୁଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version