ବ୍ରଜରାଜନଗର ଆସନରେ ବିଜେଡିର ଅଳକା ମହାନ୍ତି ବିଜୟୀ

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି 65 ହଜାର 791 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version