ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦାଙ୍କ ଅଛି ୩୬ ପ୍ଲଟ୍ (ଅପଡେଟ)

୬ଟି ସ୍ଥାନରେ ରେଡ୍‌ ପରେ MVIଙ୍କର ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବାରିପଦାରେ ୩୫ ଓ ବାଲେଶ୍ବରରେ ଗୋଟିଏ ପ୍ଲଟ୍, ବାରିପଦାରେ ଗୋଟିଏ ୨ ମହଲା କୋଠା ଅଛି।

ହାଂସଦା ଝିଅର ମେଡିକାଲ ପାଠପଢ଼ାରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ୫୬ ଲକ୍ଷର ଡିପୋଜିଟ୍ ସହ ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes