ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କ ଏକାଧିକ ଫ୍ଲାଟ ଠାବ

ଭୁବନେଶ୍ୱରରେ ୨ଟି ଫ୍ଲାଟ, ୨ କମର୍ସିଆଲ ସପିଂ ଆଉଟ୍‌ଲେଟ୍‌ ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଉତ୍କଳ କନିକା ଗାଲେରିଆରେ ୨ ଆଉଟ୍‌ଲେଟ୍‌ ମୂଲ୍ୟ ୨ କୋଟି।

ପାହାଳରେ ୧ କୋଟିର ଫ୍ଲାଟ, କଳ୍ପନାରେ ୧ କୋଟିର ଫ୍ଲାଟ ରହିଛି। ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ଫ୍ଲାଟ ପାଇଁ ଅଗ୍ରୀମ ୨.୨୩ କୋଟି ଦେଇଛନ୍ତି। ୧.୧୬ ଲକ୍ଷ ନଗଦ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes