ବୋଲୋଗଡ଼ ପାସେଞ୍ଜେର ହଲ୍ଟ ହେବ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକଙ୍କ ଆଗ୍ରହ କ୍ରମେ ବୋଲୋଗଡ଼ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗରେ ଷ୍ଟେସନ କରିବା ପାଇଁ ପ୍ରୟାସ କରିଥିଲେ l

ଏହି କ୍ରମରେ ସେ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିବା ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏହି ବିଷୟରେ ଜଣାଇଥିଲ l ଏବେ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ ଆଗାମୀ ସପ୍ତାହରେ ଉଦଘାଟନ ହେବାକୁ ଯାଉଛି l ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version