ବିଡିଓଙ୍କୁ ହଟାଇବା ଦାବିରେ ବ୍ଲକ ଅଫିସରେ ଧସେଇ ପଶିବା ବେଳ ପୋଲିସ ସହ ଠେଲାପେଲା ହୋଇଛନ୍ତି। ୧୦ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ଅନେକ ନିର୍ବାଚିତ ଜନପ୍ରତିନିଧି। ବିଡିଓ ଅସମ୍ମାନ କରୁଥିବା ଓ ଗଣତନ୍ତ୍ର ଦିବସରେ ଅସହଯୋଗ କରିଥିବା ଅଭିଯୋଗ କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ସହ ୧୯ ପଞ୍ଚାୟତର ଜନପ୍ରତିନିଧି ଚଳାଇଛନ୍ତି ଆନ୍ଦୋଳନ।