ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ନେଇ ଭୀମସାର ଅଧୀକ୍ଷକ କହିଛନ୍ତି, ଶିଶୁକନ୍ୟାର ରକ୍ତସ୍ରାବ ହେଉଥିବା ଅଲଟ୍ରା ସାଉଣ୍ଡରୁ ଜଣାପଡୁଛି, ଦେହ ସାରା ମଧ୍ୟ ଆଘାତ ଲାଗିଛି।

୩/୪ ଦିନ ଭିତରେ ଭଲ ହୋଇଯିବ ବୋଲି ଆଶା ରଖିଛୁ, ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଶିଶୁଭବନ ସହ ଯୋଗାଯୋଗରେ ଥିବା କହିଲେ ଅଧୀକ୍ଷକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes