ବୋର୍ଡ ନିଗମ ନିଯୁକ୍ତି: ତଥ୍ୟ ମାଗିଲେ ସରକାର

ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ କରିଛନ୍ତି ସରକାର। ୪୪ଟି ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଛି ସାଧାରଣ ପ୍ରଶାସନ ବିଭାଗ।

୨୦୨୪ ଜୁନ୍‌ ୧୨ରୁ ୨୦୨୬ ଏପ୍ରିଲ ୩୦ ମଧ୍ୟରେ ନିଯୁକ୍ତି ତଥ୍ୟ ମାଗିଲା। କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, କେଉଁ ପଦବୀରେ ଦିଆଯିବ ତଥ୍ୟ ଲୋଡ଼ିଲେ।ସମ୍ପୂର୍ଣ୍ଣ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଇ-ମେଲ୍‌ ପାଇଁ କୁହାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes