ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତିଙ୍କୁ ସସ୍ପେଣ୍ଡ କରିଛି ଗଣଶିକ୍ଷା ବିଭାଗ।
କ୍ରାଇମ୍ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗ ଏହି ଆକ୍ସନ୍ ନେଇଛି। କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
Credible Local News of Odisha