ବୈମାନଟିକ୍ରାରେ ବହୁମୁଖୀ ଭବନର ଶୁଭ ଶିଲାନ୍ୟାସ

ବରଗଡ ଜିଲ୍ଲା ଅତାବିରା ଏନଏସି ଅଧିନ ବୈମାନଟିକ୍ରାରେ ବହୁମୁଖୀ ଭବନର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତାବିରା ବିଧାୟିକା ତଥା ରାଜ୍ଯ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଯୋଗଦାନ କରି ନଡିଆ ଭାଙ୍ଗି ଏହାର ଶିଳାନ୍ୟାସ କରିଥିଲେ।

ଶିଳାନ୍ୟାସ ସମୟରେ ଅତାବିରା ଏନଏସି ଚେୟାରମ୍ୟାନ ବନମାଳୀ ବରିହା, ଭାଇସଚେୟାରମ୍ୟାନ ଅନୁସୟା ବିଶାଲ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes