ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦୁଝର ଜିଲା ଗସ୍ତରେ ଆସି ପାଟଣା ରେ ବୈତରଣୀ ନଦୀରେ ବୁଡ ଦେବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିବା ବେଳେ ତାଙ୍କୁ ଦେଖିବାକୁ ଭିଡ ଜମିଥିଲା। ଏହା ପରେ ସେ କିଛି ସମୟ କଟାଇ କେନ୍ଦୁଝର ଫେରିବେ।
Credible Local News of Odisha