ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍‌ କଲ୍‌ ଯୋଗେ ହତ୍ୟା ଧମକ

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍‌ କଲ୍‌ ଯୋଗେ ଧମକ ମିଳିଥିବା ନେଇ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ ହୋଇଛି।

ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ। ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ କହିଥିଲେ କଲର୍‌।ଏନେଇ ଦିଲ୍ଲୀ ପୁଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes