ବେନ ଗାଁ ପଞ୍ଚାୟତରେ ଦାପ୍ତା ତରଫରୁ ମାସିକ ବୈଠକ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବେନ ଗାଁ ପଞ୍ଚାୟତରେ ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦପ୍ତା ତରଫରୁ ସ୍ବାସ୍ଥ୍ୟର ଉନ୍ନତି ଦିଗରେ କରାଯାଉଥିବା କାର୍ଯ୍ୟକ୍ରମ ଉପରେ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲାପରିଷଦ ଜୋନ ନଂ ୨ ସଦସ୍ୟା ଅର୍ଚ୍ଚିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes