ପିସିସି ସଭାପତି ଭକ୍ତ ଦାସ, ୮ ବିଧାୟକଙ୍କୁ ନେଇ ବେଙ୍ଗଲୁରୁ ଯାଇଛନ୍ତି।କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା ମଧ୍ୟ ବେଙ୍ଗଲୁରୁ ଯାଇଛନ୍ତି।
ରାଜ୍ୟସଭା ନିର୍ବାଚନର ଘୋଡ଼ା ବେପାର ହେବା ଭୟରେ କଂଗ୍ରେସ ଏହି ୮ ବିଧାୟକଙ୍କୁ ବେଙ୍ଗଲୁରୁ ନେଇଛି।
Credible Local News of Odisha