ବେଗୁନିଆକୁ ମୁଖ୍ୟମନ୍ତ୍ରୀଙ୍କ ୩୬ଟି ପ୍ରକଳ୍ପ ଭେଟି

ବେଗୁନିଆରେ ୩୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୪୦ ହଜାର ୮୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବା ସହ ୫୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ଓଡ଼ିଶାରେ ଶିଳ୍ପ ସମୃଦ୍ଧିର ଲକ୍ଷ୍ୟ ପୂରଣ ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes