ବେଆଇନ ମଦ ପରିବହନ ଭିଡିଓ ଭାଇରାଲ

ଭଣ୍ଡାରିପୋଖରୀ ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ନିକଟ ଗଳିପୋଲ ତଳେ ଏକ ମୋଟରସାଇକେଲରେ ଚୋରା ମଦ ପରିବହନ କରାଯାଉଥିବା ଭିଡିଓ ଭାଇରାଲ ଆଜି ହେବାରେ ଲାଗିଛି ।

ଏହି କାର୍ଯ୍ୟରେ ପୁଲିସ ଓ ଅବକାରୀ ବିଭାଗ ବଟି ନେଇ ସହାୟତା କରୁଥିବା କଥା ପରିବହନକାରୀମାନେ ଭିଡିଓରେ ଆକ୍ଷେପ କରୁଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes