ବେଆଇନ ଭାବେ ହୋର୍ଡିଂ ଲାଗିଥିଲା : ବିଏମସି

କାଲି ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ବିଏମସି କମିଶନର କହିଛନ୍ତି। ବେଆଇନ ଭାବେ ଏହି ହୋର୍ଡିଂ ଲାଗିଥିଲା, FIR କରାଯିବ। ପୋଲିସକୁ ଏତଲା କରିବା ପାଇଁ BMC ପକ୍ଷରୁ କୁହାଯାଇଛି। ଏପରି ବେଆଇନ ହୋର୍ଡିଂ ଲଗାଇଲେ ଫୌଜଦାରୀ ମାମଲା ହେବ।

ମୃତକଙ୍କ ପରିବାରକୁ CMRFରୁ ସହାୟତା ପାଇଁ ବ୍ୟବସ୍ଥା କରାଯାଉଛି।ଆଉ ଅଧିକ କ୍ଷତିପୂରଣ ପାଇଁ RDCଙ୍କୁ ମଧ୍ୟ ଅବଗତ କରାଇବୁ କହିଛନ୍ତି ବିଏମସି କମିଶନର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes