କେନ୍ଦୁଝର ଜିଲା ପାଟଣା ବ୍ଲକ ମୁମ୍ବେଇ କଲିକତା ୪୯ନମ୍ବର ଜାତୀୟ ରାଜପଥ ର ଝାରବେଡା ନିକଟରୁ ଶନିବାର ଭୋର ରୁଏକ ଗୋରୁ ବୋଝେଇ ଟ୍ରକ କୁ ତୁରୁମୁଙ୍ଗା ପୋଲିସ ଜବତ କରିଛି।ଟ୍ରକ ଭିତରେ ଦୟନୀୟ ଅବସ୍ଥାରେ ବନ୍ଧା ଯାଇଥିବା ୧୫ ଗୋରୁ ଙ୍କୁ ଉଦ୍ଧାର କରି କରଞ୍ଜିଆ ଗୋ ଶାଳା ରେ ପୋଲିସ ଛାଡିଛି।
ଚଢ଼ାଉ ବେଳେ ଘଟଣା ସ୍ଥଳରୁ ଗୋ ମାଫିଆ ମାନେ ଗାଡି ଛାଡି ଫେରାର ହୋଇ ଯାଇଛନ୍ତି l ପୋଲିସ ଟ୍ରକ କୁ ଜବତ କରି ତଦନ୍ତ କରୁଛି l