ବେଆଇନ ଗୋରୁ ଚାଲାଣ ବେଳେ ଅଟକାଇଲା ପୁଲିସ୍‌

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଜାମୁସାହିରେ ଚଢାଉ କରି ଅଟକାଇଲା ପୁଲିସ୍।

୮୦ଟି ଗୋରୁ ଉଦ୍ଧାର ସହ ୨ଟି ଆଇଚର ଗାଡ଼ି ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes