ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ

ଅନୁଗୁଳ ଜିଲ୍ଲା ତାଳଚେର କଙ୍କଲେଇ ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଆଇନ ଇଟାଭାଟିକୁ ଆଜି ଜେସିପି ସାହାଯ୍ୟରେ ତାଳଚେର ପ୍ରଶାସନ ଭାଙ୍ଗି ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes