ବୁଲା କୁକୁର, ଗାଈଗୋରୁ ଇତ୍ୟାଦିଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ସେବା ପାଇଁ ଷ୍ଟେଟ୍ ଆନିମଲ୍ ହେଲ୍ପ ଲାଇନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ଏ ନେଇ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରି ହୋଇଛି। ଏହା ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରିବ।
Credible Local News of Odisha