ବୁଦୁରା ଗ୍ରାମରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ବୁଦୁରା ଗ୍ରାମ ଠାରେ ଏକ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି।

ଏହି ଶିବିରକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଉଦଘାଟନ କରିଥିଲେ। ସରପଞ୍ଚ ସଞ୍ଜୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକ ଲରେ ବ୍ଲକ ଅଧ୍ୟକ୍ଷା ବାଲା ଶୟମା, ଉପାଧ୍ୟକ୍ଷ ଏସ କଲ୍ୟାଣୀ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes