ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଡ଼ା ଧର୍ମସାଗର ମିଲ୍ ପୋଖରୀ ନିକଟ ବୁଦା ମୂଳରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି।
ମଦ୍ୟପାନ ପରେ ଯୁବକଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ପୁଲିସ୍ ସୂଚନା ଦେଇଛି। ବ୍ଲେଡରେ ବେକ କାଟିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
Credible Local News of Odisha