ବୁଦାମୂଳରୁ କ୍ଷତବିକ୍ଷତ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା ବଜାର ନିକଟରୁ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହ ନିକଟରେ ରକ୍ତ ଭିଜା ଛୁରି ଓ ପଥର ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes