ବୀର ସୈନିକ ଓ ବୀର ନାରୀଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ ସମାରୋହ

ଆଜାଦି କା ଅମୄତ ମହୋତ୍ସବ ପାଳନ ଅବସରରେ ସମ୍ବଲପୁର ମିଲିଟାରୀ ଷ୍ଟେସନ ମୁଖ୍ୟାଳୟ ଠାରେ ଆଜି ଅବସରପ୍ରାପ୍ତ ବୀର ସୈନିକ ଓ ବୀର ନାରୀଙ୍କୁ ସମ୍ମାନିତ କରାଯାଇଛି ।

ସାରା ଦେଶ ସ୍ବାଧିନତାର ଆଜାଦି କା ଅମୄତ ମହୋତ୍ସବକୁ ଭିନ୍ନ ଢଙ୍ଗରେ ପାଳନ କରୁଥିବା ବେଳେ ଦେଶ ରକ୍ଷା ପାଇଁ ବଳିଦାନ ଦେଇଥିବା ବୀର ସୈନିକଙ୍କ ପତ୍ନୀମାନଙ୍କୁ ବୀର ନାରୀ ସମ୍ମାନରେ ସମ୍ମାନିତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version