ଆଜି ଖିଣ୍ଡା ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ପୀଠରେ ବୀର ସୁରେନ୍ଦ୍ର ସାଏ ସେନାର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି।
ଏଥିରେ ସଂଗ୍ରାମୀସୁରେନ୍ଦ୍ର ସାଏଙ୍କ ପଣନାତି ଫକୀର ସାଏ କହିଲେ ଏ ଅଂଚଳ ରେ ଏକ କଲେଜ ପ୍ରତିଷ୍ଠା ସହ ଶିକ୍ଷା ସ୍ୱାସ୍ଥ୍ୟ ଉପରେ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ।