ବୀରସୁରେନ୍ଦ୍ରସାଏ ଓ ସୁବାସଚନ୍ଦ୍ର ବୋଷ ଜୟନ୍ତୀପାଳିତ

ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ସତ୍ଯ ନାରାୟଣ ପୂରୋହିତଙ୍କ ଅଧ୍ଯକ୍ଷତାରେ ବୀରସୁରେନ୍ଦ୍ର ସାଏ ଓ ସୁବାସଚନ୍ଦ୍ର ବୋଷ ଜନ୍ମ ଜୟନ୍ତୀ ପାଳିତ ହୋଇଛି।

ତାଙ୍କ ବୀରତ୍ଵ ଉପରେ ଓଁକାରନାଥ ହୋତା ସମେତ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes