ବୀରମିତ୍ରପୁର ହାତୀବାରିରେ କୂଅରେ ପଡ଼ିଛି ହାତୀଛୁଆ

ରାତିରେ ହାତୀପଲ ପାର୍ ହେବାବେଳେ ହାତୀଛୁଆ କୂଅରେ ପଡ଼ିଥିବା ସୂଚନା ମିଳିଛି।

ହାତୀଛୁଆକୁ ଉଦ୍ଧାର ପାଇଁ ବୀରମିତ୍ରପୁର ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes