ବୀରମହାରାଜପୁର ଠାରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ବୈଠକ

ଶନିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କୋସଲ ରାଜ୍ୟ ସମନ୍ୱୟ ସମିତି ସଂଯୋଜକ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ସଭାରେ କୋଶଳବାଦୀ ନେତା ବିଭୁଦତ୍ତ ମିଶ୍ର ଯୋଗଦେଇ କୋଶଳ ଆନ୍ଦୋଳନ ପାଇଁ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ଏବଂ ବିଶେଷତଃ ଯୁବକମାନେ ଏଥିରେ ସାମିଲ ହେବାର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes