ବୀରମହାରାଜପୁର ଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରିଡ୍ ସବଷ୍ଟେସନ ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରାଣୀପୁର ନିକଟରେ ନବନିର୍ମିତ ୧୩୨/୩୩ କିଲୋ ଭୋଲ୍ଟ କ୍ଷମତା ସମ୍ପନ୍ନ ଗ୍ରିଡ୍ ସବଷ୍ଟେସନ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଭାସି ମାଧ୍ୟମରେ ଉଦଘାଟିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes