ସୋନପୁର ଜିଲ୍ଲା ବୀରମହାରାଜପୁର ବିଶ୍ଵକର୍ମା ମଟର ଗାଡି ଚାଳକ ସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା ଅବସରରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପାରାୟଣ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରାଣ ଗାୟିକା ବର୍ଷାରାଣି ତ୍ରିପାଠୀ ପୁରାଣ ପଠନ କରୁଛନ୍ତି। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ଥିବା ଦେଖିବାକୁ ମିଳିଛି।
Credible Local News of Odisha