ବୀରମହାରାଜପୁରରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦରସ୍ଥିତ ଗାଡ଼ି ଚାଳକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୨୨ତମ ବିଶ୍ଵକର୍ମା ପୂଜା ଆଜି ଉଦଯାପିତ ହୋଇଯାଇଛି।‌

ଏହି ଅବସରରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଏକ ଶୋଭାଯାତ୍ରାରେ ନେଇ ଭଷାଣୀ କରିଥିଲେ। ଏଥିରେ ସମସ୍ତ ଚାଳକ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes