ବୀରମହାରାଜପୁରରେ ବିଜେପି ବ୍ଳକ ଘେରାଉ

ସୋନପୁର ଜିଲ୍ଲା ବୀରମହାରାଜପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ଘେରାଉ ହୋଇଥିଲା।

ଏଥିରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭଷ୍ଟାଚାର ବିରୋଧରେ ମତବ୍ୟକ୍ତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes