ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଖେଳପଡିଆ ଠାରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।
ବୀରମହାରାଜପୁର ପାତଞ୍ଜଳୀ ପକ୍ଷରୁ ଆୟୋଜିତ ଯୋଗ ଶିବିରରେ ଦିତିକୃଷ୍ଣ ପଣ୍ଡା ଯୋଗଶିକ୍ଷା ଦେବାସହ ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା ଉପରେ ଆଲୋଚନା କରିଥିଲେ ।
Credible Local News of Odisha