ବିଷାକ୍ତ ସାପ କାମୁଡାରେ ମା -ଝିଅ ମୃତ

ନୂଆପଡା ଜିଲ୍ଲାର ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାର ଗ୍ରାମରେ ଗତକାଲି ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ିବାରୁ ମା ଓ 14 ବର୍ଷର ଝିଅ ଗୁରୁତର ହୋଇଥିଲେ l

ସେମାନଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes