ବିଷାକ୍ତ ଖାଦ୍ୟ ଖାଇ ପୁଅ, ଝିଅ ମୃତ, ବାପା ଓ ମା ଗୁରୁତର

କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ବୀରବରପୁର ଗ୍ରାମରେ ଏକ ପରିବାରର ଚାରିଜଣ ଗତକାଲି ଅପମିଶ୍ରିତ ଖାଦ୍ୟ ଖାଇ ଗୁରୁତର ହୋଇପଡିବାରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ l
ସେମାନଙ୍କ ମଧ୍ୟରୁ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବାପା ଓ ମା ଏବେ ବି ଡାକ୍ତରଖାନାରେ ଥିବା ଗ୍ରାମବାସୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes