ବିଶ୍ୱ ରେଡକ୍ରସ ଦିବସରେ ପଦଯାତ୍ରା

ବିଶ୍ୱ ରେଡକ୍ରସ ଦିବସ -୨୦୨୨ ଅବସରରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆଜି ସକାଳେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l

ଏହି ପଦଯାତ୍ରା ରାଜଭବନ ଠାରୁ ଆରମ୍ଭ ହୋଇ ରେଡକ୍ରସ ଭବନ ପର୍ଯ୍ୟନ୍ତ ଯାଇଥିଲା l ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଦେଖାଇ ଉଦଘାଟନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes