ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ୱକାଥନ

ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ଜନସଚେତନତା ସୄଷ୍ଠି ଉଦ୍ଦେଶ୍ୟରେ ସମ୍ବଲପୁରରେ ଏକ ୱକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ୱକାଥନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ତମ୍ବାଖୁ ବର୍ଜନ ନେଇ ସଚେତନତା ସୄଷ୍ଠି କରାଯିବା ସହ ତମ୍ବାଖୁ ସେବନର କୁ ପରିମାଣ ନେଇ ସଚେତନ କରିବାକୁ ପ୍ରୟାସ କରାଯିବ ସହ ଏହି ୱକାଥନ ସମ୍ବଲପୁର ଅଇଁଠପାଲି ଛକରୁ ବାହାରି ସହର ପରିକ୍ରମା କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes