ବିଶ୍ୱବିଦ୍ୟାଳୟ କୂଳପତିଙ୍କ ନାରେ ଥାନାରେ ମାମଲା

ଆଜି ସମ୍ବଲପୁର ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ ତରଫରୁ ଧନୁପାଲି ଥାନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତିଙ୍କ ବିରୋଧରେ ଏକ ଏତାଲା ଦାୟର କରିଛନ୍ତି । ଏହି ଏତାଲା ଦାୟର ସମୟରେ ଜିଲ୍ଲା ଓକିଲ ସଂଘର ସଭାପତି ,ସଂପାଦକ ଙ୍କ ସମେତ ବରିଷ୍ଠ ଓକିଲ ମାନେ ଉପସ୍ଥିତ ରହିଥିଲେ ।

ଧନୁପାଲି ଥାନାରେ ଦିଆଯାଇଥିବା ଏତାଲା ରେ ଦର୍ଶାଯାଇଛି ଯେ ଆଇନ ମହାବିଦ୍ୟାଳୟ ଉନ୍ନତି କରଣ ପାଇ ଗଚ୍ଛିତ ଥିବା ୬୨ ଲକ୍ଷ ୭୦ ହଜାର ଟଙ୍କା କୁ କୂଳପତି ଚଞ୍ଚକତା କରି ବିଶ୍ୱବିଦ୍ୟାଳୟ ଆକାଉଣ୍ଟରେ ଜମାକରିଛନ୍ତି ତେବେ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ପ୍ରତିକ୍ରିୟା ମିଳିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes